Nojoto: Largest Storytelling Platform

ତୁମେ ମୋତେ ଭଲ ପାଇଥିଲ ରଫ୍ ଖାତାର କାଗଜଟେ ପରି , ଅଦର

ତୁମେ ମୋତେ ଭଲ ପାଇଥିଲ 
ରଫ୍ ଖାତାର କାଗଜଟେ  ପରି  ,

ଅଦରକାରୀ ଅଲୋଡା ଫର୍ଦଟିଏ ଥିଲି 
ତୁମ ଜୀବନ ପୃଷ୍ଠାରେ ବୋଧେ  ,

କିଛି ଦିନ ବେଶ୍ ଥିଲି ତମ ଦରକାରୀ 
ହିସାବ ପାଇଁ ଜାଗାଟିଏ ଲୋଡାଥିଲା ବୋଲି  , 

ମିଶା ମିଶି ଫେଡା ଫେଡି ଭିତରେ
 ମୋତେ ଦେଇଥିଲ ବାହାର କରି  , 

ବେଈମାନ ମଣିଷ ଟେ ପରି
ଚିରି ଫିଙ୍ଗିଦେଲ ମୋତେ  ,

ବି ଏମ୍ ସି ର ଅଳିଆ ଗଦା ରେ 
ହଜିଗଲି  ସିନା----
ତମ ଭଲ ପାଇବାକୁ ସାଉଣ୍ଟି ରଖିଛି 
ଆଜି ବି ମୁଁ ସିକ୍ରେଟ୍ ଡାଇରିଟେ ପରି  , #odiawritings #odiapoetry #yqodia #odiakavita #odiawriting 
#odialiterature #odia
ତୁମେ ମୋତେ ଭଲ ପାଇଥିଲ 
ରଫ୍ ଖାତାର କାଗଜଟେ  ପରି  ,

ଅଦରକାରୀ ଅଲୋଡା ଫର୍ଦଟିଏ ଥିଲି 
ତୁମ ଜୀବନ ପୃଷ୍ଠାରେ ବୋଧେ  ,

କିଛି ଦିନ ବେଶ୍ ଥିଲି ତମ ଦରକାରୀ 
ହିସାବ ପାଇଁ ଜାଗାଟିଏ ଲୋଡାଥିଲା ବୋଲି  , 

ମିଶା ମିଶି ଫେଡା ଫେଡି ଭିତରେ
 ମୋତେ ଦେଇଥିଲ ବାହାର କରି  , 

ବେଈମାନ ମଣିଷ ଟେ ପରି
ଚିରି ଫିଙ୍ଗିଦେଲ ମୋତେ  ,

ବି ଏମ୍ ସି ର ଅଳିଆ ଗଦା ରେ 
ହଜିଗଲି  ସିନା----
ତମ ଭଲ ପାଇବାକୁ ସାଉଣ୍ଟି ରଖିଛି 
ଆଜି ବି ମୁଁ ସିକ୍ରେଟ୍ ଡାଇରିଟେ ପରି  , #odiawritings #odiapoetry #yqodia #odiakavita #odiawriting 
#odialiterature #odia