Nojoto: Largest Storytelling Platform

ପ୍ରଭୁ ଜଗନ୍ନାଥ, ମୋର ଗୁହାରି ଶୁଣିବ। ଭାଇନା ଫେରୁଛି,

ପ୍ରଭୁ ଜଗନ୍ନାଥ, 
ମୋର ଗୁହାରି ଶୁଣିବ। 
ଭାଇନା ଫେରୁଛି, 
ତାକୁ ଭଲରେ ଆଣିବ। 
ସବୁବେଳେ ପ୍ରଭୁ ତା'ର 
ପାଖେପାଖେ ଥିବ। 
 ସମସ୍ତ ବିପଦୁ ତାକୁ
ରକ୍ଷା କରୁଥିବ। #jagannath #lord #god #yqbhaina #yourquotebhaina #love #life
ପ୍ରଭୁ ଜଗନ୍ନାଥ, 
ମୋର ଗୁହାରି ଶୁଣିବ। 
ଭାଇନା ଫେରୁଛି, 
ତାକୁ ଭଲରେ ଆଣିବ। 
ସବୁବେଳେ ପ୍ରଭୁ ତା'ର 
ପାଖେପାଖେ ଥିବ। 
 ସମସ୍ତ ବିପଦୁ ତାକୁ
ରକ୍ଷା କରୁଥିବ। #jagannath #lord #god #yqbhaina #yourquotebhaina #love #life