Nojoto: Largest Storytelling Platform

ଆଶା ଏବଂ ନିରାଶା ର ଛକା ପଞ୍ଝା ମଧ୍ୟେ, ଜୀବନ ଯେପରି ଶୁଷ୍କ

ଆଶା ଏବଂ ନିରାଶା ର ଛକା ପଞ୍ଝା ମଧ୍ୟେ,
ଜୀବନ ଯେପରି ଶୁଷ୍କ ସରିତା ଟିଏ।
କର୍ମ ଏବଂ ଦାୟିତ୍ୱ ର ବୋଝ ମଧ୍ୟେ,
ଯେପରି ପଥ ମଧ୍ୟ ଶୁଷ୍କ ତରୁ ଟିଏ।।

©BINOदिनी #jibana
ଆଶା ଏବଂ ନିରାଶା ର ଛକା ପଞ୍ଝା ମଧ୍ୟେ,
ଜୀବନ ଯେପରି ଶୁଷ୍କ ସରିତା ଟିଏ।
କର୍ମ ଏବଂ ଦାୟିତ୍ୱ ର ବୋଝ ମଧ୍ୟେ,
ଯେପରି ପଥ ମଧ୍ୟ ଶୁଷ୍କ ତରୁ ଟିଏ।।

©BINOदिनी #jibana