Nojoto: Largest Storytelling Platform

ଧିରେ ଧିରେ ହେଇ ପଡ଼ଇ କୁହୁଡି ଲାଗଇ ଟିକିଏ ଶୀତ କାକର ପଡି

ଧିରେ ଧିରେ ହେଇ ପଡ଼ଇ କୁହୁଡି 
ଲାଗଇ ଟିକିଏ ଶୀତ
କାକର ପଡିକି ମାଟିକୁ ଭିଯାଏ
ଗାଇ ରୋମାଣ୍ଟିକ ଗୀତ। winter is coming.....
ଧିରେ ଧିରେ ହେଇ ପଡ଼ଇ କୁହୁଡି 
ଲାଗଇ ଟିକିଏ ଶୀତ
କାକର ପଡିକି ମାଟିକୁ ଭିଯାଏ
ଗାଇ ରୋମାଣ୍ଟିକ ଗୀତ। winter is coming.....

winter is coming.....