Nojoto: Largest Storytelling Platform

ବାହାର ଦେଶରେ ଧନୀଲୋକ ଏ ରୋଗ କୁ ଆଣିଲେ ଏ 'କରୋନା' ପାଇଁ ଚ

ବାହାର ଦେଶରେ ଧନୀଲୋକ ଏ ରୋଗ କୁ ଆଣିଲେ
ଏ 'କରୋନା' ପାଇଁ ଚାକିରିଆଙ୍କ ପିଲା ଘରେ ମଉଜ କଲେ
ମଧ୍ୟବିତ୍ତ ପରିବାରର ପିଲାଏ ରାମାୟଣ ଦେଖି ପୂଣ୍ୟ ନେଲେ   
ଧନହୀନ ଗରିବ ଆଗୁଆ ଭତ୍ତା ପାଇ ବଂଚିଗଲେ 
କିନ୍ତୁ ଆମର କେହି ଦାତି ଦଇବ ହିଁ ନାହିଁ ,
ଆଉ ସାହାରା କେମିତି ଦେବି ଏ କୋଳ ବ୍ଯତୀତ! STORY OF ORPHAN!!!
RICHMEN HAVE BROUGHT CORONAVIRUS FROM ANOTHER COUNTRY.,
CHILDREN OF GOVT.  JOB HOLDERS GET ENHANCEMENTS AT HOME.,
CHILDREN OF MIDDLE CLASS FAMILY GET VIRTUES BY WATCHING 'RAMAYANA' AT HOME.,
PEOPLE OF BELOW POVERTY LINE HAVE GOTTEN ADVANCED FOOD SOME.,
BUT EXCEPT MINE LAP THERE'S NOTHING TO GIVE YOU MINE SWEETEST LIL'BRO😒😔😒

soubhagyalaxmiju8952

JulietsQuill

Bronze Star
New Creator