Nojoto: Largest Storytelling Platform

ଆଖିର ଲୁହ କୁ ଉଠରେ ପିଇ ଯେ କେତେ ଜଳି ଜଳି ମରିବି ହୃଦୟ ର

ଆଖିର ଲୁହ କୁ ଉଠରେ ପିଇ ଯେ
କେତେ ଜଳି ଜଳି ମରିବି
ହୃଦୟ ର ଦୁଃଖ ସହି ସହି
ମୁଁ ଯେ କେତେ ଦିନ ବଞ୍ଚିବି..

କଥା ଥିଲା ପରା ଦୁହେଁ ଦୁହିଁଙ୍କର ପୁଛିଦେବା ଆଖି ଲୁହ...
କେମିତି କହିବି ଏ ଅନ୍ତର ବେଦନା 
ତମ ହାତ ଧରିବାକୁ ଇଚ୍ଛା କରିଥିଲି ମନର ଶାନ୍ତି ତୋ ବହୁଦୂର ତମେ ପାଇଁ ଆଜି ଭରିଯାଇଛି ମୋ ଛାତିରେ ଅସରନ୍ତି କୁହ... 

କାଲି ଥିଲେ ସବୁ ଆପଣାର ଯେତେ ଆଜି ହୋଇଗଲେ ପର...
ପ୍ରେମ ନାମକ ଦୁନିଆରେ
ସ୍ବାର୍ଥ ଯେ ରଖି ମିଛେ କାହିଁ ହୋଅଇ ନିଜର....

ହୃଦୟ ର ଦୁଃଖ ଥରୁଟିଏ ବୁଝ ଦିଅ ନାହିଁ ଏତେ କଷ୍ଟ
ମୋ ପାଖକୁ ଆଜି ଆସ ଫେରି
କେମିତି ବୁଝାଇବି ସାଥୀ ତମ ବିନା ଜୀବନ ମୋ ଅସ୍ପଷ୍ଟ.... Odia kabita

radhesnii5297

radhesnii

New Creator