Nojoto: Largest Storytelling Platform

ବନ୍ଧନ ଏଇ ବନ୍ଧନ ସତେ କି ଏଇ ସେ ଅତୁଟ ବନ୍ଧନ । ସପନ ଏଇ ସପ

ବନ୍ଧନ ଏଇ ବନ୍ଧନ
ସତେ କି
ଏଇ ସେ ଅତୁଟ ବନ୍ଧନ ।
ସପନ ଏଇ ସପନ 
ସତେ କି 
ଏଇ ସେ  ଅଜଣା ସପନ ।
ସଂପର୍କ ଏଇ ସଂପର୍କ
ସତେ କି 
ଏଇ ସେ ଅଭୁଲା ସଂପର୍କ ।
ଭାବନା ଏଇ ଭାବନା
ସତେ କି
ଏଇ ସେ  ଅସରନ୍ତି ଭାବନା ।
ପ୍ରେମ ଏଇ ପ୍ରେମ
ସତେ କି 
ଏଇ ସେ  ଅକ୍ଷୟ ପ୍ରେମ ।

©Prashanta Kumar Sahu
  #Flower