Nojoto: Largest Storytelling Platform

ସେ ଜହ୍ନ ଦେହେ କଳଙ୍କ ଦେଖି ମୁଁ ବି ଜାଣି ଯାଇଥିଲି, ପ୍ରେମ

ସେ ଜହ୍ନ ଦେହେ କଳଙ୍କ ଦେଖି ମୁଁ ବି
ଜାଣି ଯାଇଥିଲି, ପ୍ରେମର ସ୍ମାରକ
 ବନ‌ଉଥିବା ପ୍ରତ୍ୟେକଟି ପ୍ରେମୀ ଯୁଗଳ 
"ପ୍ରେମ" ଯେତେବେଳେ ଇଙ୍ଗୁଦୀ ର
ଶିଖା ପରି ଜଳିଜଳି ପାଉଁଶ ହେଇଯାଏ
 ସେତେବେଳେ ମୁଣ୍ଡ କୁ ଦୋଷ
 କେବଳ ଜହ୍ନ ନିଏ। କାରଣ ସେ ଥିଲା ସାକ୍ଷୀ।
ଦୁଇଟା ଅଜଣା ହୃଦୟ ର କଥାକୁ ସେ
ଲୁଚିଲୁଚି ଶୁଣିଥିଲା।
 ଆଉ ଆଜି ସେ କାଠଗଡ଼ାର ଦୋଷୀ।
ତା' ସପକ୍ଷରେ ଯୁକ୍ତି ବାଢ଼ିବାକୁ 
ସମସ୍ତେ ଅରାଜି। 
ସେଇଥି ପାଇଁ ତ ଜହ୍ନ ଲେଖିଲା 
ଗଜ୍ଜଲ କବିତା। ଆଉ ନାଁଦେଇଦେଲା
 "ଜହ୍ନ ଉଇଁଛି ଉଆଁସ ରାତିରେ"। ଧନ୍ୟବାଦ CHARUBALA PADHI ଦିଦି ଆପଣଙ୍କ ସହ ମୋତେ କିଛି ବାଟ ଚାଲିବାକୁ ସୁଯୋଗ ଦେଇଥିବାରୁ। ଆପଣଙ୍କ ପ୍ରଦତ୍ତ #କେଉଁଏକଅନ୍ଧାରୀମୁଲକରେ  କିଛି ଗାରେଇଛି, ଭାବୁଛି ସେ ଗାର ଭିତରୁ ଆପଣ ଛବି ଟିଏ ପାଇବେ। ମୋର ଶେଷ ପଦ #ଜହ୍ନ‌ଉଇଁଛିଉଆଁସରାତିରେ ଆଗକୁ ନେବା ପାଇଁ ସହଯୋଗ କାମନା କରିବି Namrata Barpanda , Santosini Ojha  ଙ୍କୁ।
#ତୁମଆମଗୁନ୍ଥାକବିତା 
#ସମୟେଅସମୟେ 
#ଓଡ଼ିଆgames 
#yqbhaina 
#yqodia