Nojoto: Largest Storytelling Platform

# ଘାଟ କଦମ୍ବରେ କବରୀ ସଜାଏ କୁଆଁରୀ ଶ୍ | English Quotes

ଘାଟ କଦମ୍ବରେ କବରୀ ସଜାଏ
କୁଆଁରୀ ଶ୍ରାବଣୀ ଯେବେ,
ମଧୁଶାଳା ଭୁଲି ଚାହିଁ ବସିଥାଏ 
ସପନ ସରିବା ପଥେ ।।ବେଳାଭୂମି
#PoetryofBelabhumi

ଘାଟ କଦମ୍ବରେ କବରୀ ସଜାଏ କୁଆଁରୀ ଶ୍ରାବଣୀ ଯେବେ, ମଧୁଶାଳା ଭୁଲି ଚାହିଁ ବସିଥାଏ ସପନ ସରିବା ପଥେ ।।ବେଳାଭୂମି #PoetryofBelabhumi

2,326 Views