ସ୍ମୃତି ତୁମେ ନର୍ତ୍ତକୀ ଘେରା ମନ୍ଦିର ମୁଖଶାଳା , ସ୍ମୃତି ତୁମେ ଝାଉଁବନ ଫାଙ୍କେ କରୁଣ ଚନ୍ଦ୍ରକଳା , ସ୍ମୃତିତୁମେ ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଁ.... ସ୍ମୃତି ତୁମେ ବିଗତ ପ୍ରିୟାର ଗାଁ... #akshaymohanty #ଓଡ଼ିଆrapidfire #ଓଡ଼ିଆ #yqbhaina #lyrics #odisha #ollywood #cuttack ସ୍ମୃତି ତୁମେ ନର୍ତ୍ତକୀ ଘେରା ମନ୍ଦିର ମୁଖଶାଳା , ସ୍ମୃତି ତୁମେ ଝାଉଁବନ ଫାଙ୍କେ କରୁଣ ଚନ୍ଦ୍ରକଳା , ସ୍ମୃତିତୁମେ ପନ୍ଥାଶାଳାରେ ଅଙ୍ଗାରେ ଲେଖା ନାଁ.... ସ୍ମୃତି ତୁମେ ବିଗତ ପ୍ରିୟାର ଗାଁ....