Nojoto: Largest Storytelling Platform

ତୋତେ ପାଇବାର ସ୍ୱପ୍ନ ମୋର ସ୍ୱପ୍ନରେ ରହିଗଲା, ଜବାବ ଦେ ପ୍

ତୋତେ ପାଇବାର ସ୍ୱପ୍ନ ମୋର
ସ୍ୱପ୍ନରେ ରହିଗଲା,
ଜବାବ ଦେ
ପ୍ରତି ଅନ୍ଧାର ରାତିର
ବନ୍ଦ ଆଖିରେ
ପୁଣି ସ୍ୱପ୍ନ ହେଇ
କାଇଁ ଆସି
କୁଣ୍ଢଉଛୁ ମତେ।
😂😜😂

#justପୁଛିଙ୍ଗ #lovememes #youandme  #yqodia #yqbhaina
ତୋତେ ପାଇବାର ସ୍ୱପ୍ନ ମୋର
ସ୍ୱପ୍ନରେ ରହିଗଲା,
ଜବାବ ଦେ
ପ୍ରତି ଅନ୍ଧାର ରାତିର
ବନ୍ଦ ଆଖିରେ
ପୁଣି ସ୍ୱପ୍ନ ହେଇ
କାଇଁ ଆସି
କୁଣ୍ଢଉଛୁ ମତେ।
😂😜😂

#justପୁଛିଙ୍ଗ #lovememes #youandme  #yqodia #yqbhaina