_______ମୁଁ_______ ମୁଁ ନଦୀ, ବହି ଯାଉଛି ସାଗର ରେ ମିଶିବା ପାଇଁ, ବହୁ ପ୍ରତିକ୍ଷିତ ସଂଗମ ର ଆଶା ନେଇ । ମୁଁ ବିହଂଗିନୀ, ଉଡି ଚାଲିଛି ଆକାଶର ଛାତିରେ, ତାଳ ଦେଇ ମେଘର ସାଥୀରେ, ସାଥୀଟିଏ ପାଇବା ପାଇଁ । ମୁଁ ଫୁଲ, ପ୍ରସ୍ଫୁଟିତ ହୁଏ ମୋର ଭ୍ରମର ପାଇଁ, ଗୋଟିଏ ଛୁଆଁ ରେ ଯାର ମୁଁ ଯିବି ଲାଜେଇ । ମୁଁ କଇଁ, ରାତି ରାତି ଜଗିଥାଏ ଚାଂଦ ର ଆସିବାକୁ, ଦୂରରୁ ମାତ୍ର ଦେଖି ମନ ବୁଝାଇବାକୁ । ମୁଁ ପ୍ରେମିକା, ଖୋଜି ଚାଲିଛି ମୋ ମନ ର ମଣିଷ କୁ, କେତେ ଆଶା ନେଇ, ମୋ ସ୍ୱପ୍ନ ର ସୌଧ ଗଢିତୋଳିବାକୁ । ଖାଲି ଥିବି ମୁଁ, ସେ ଆଉ ସୀମାହିନ ଭଲ ପାଇବା ।। #ମୁଁ #ପ୍ରେମ #କଇଁ #ବିହଙ୍ଗିନୀ #ନଦୀ #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #love #bird #river ____ମୁଁ ____ ମୁଁ ନଦୀ, ବହି ଯାଉଛି ସାଗର ରେ ମିଶିବା ପାଇଁ,