ସାଗର ସବୁଠାରୁ ମହାନ୍ । କିନ୍ତୁ ସେ ଅଶାନ୍ତ ହେଲେ ତା ବକ୍ଷରେ ଝଡ ଉଠିଲେ ସେ ନିଜର ସୀମାଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ #NojotoQuote #odiya#odiyaqutos#shayri#odiyashayri