Nojoto: Largest Storytelling Platform

ମାଡ଼ ଖାଇ ଖାଇ ହେଲିଣି ପିଥିଆ, ପିଠିରେ ପଡ଼ିଛି ଦାଗ..।। ତ

ମାଡ଼ ଖାଇ ଖାଇ ହେଲିଣି ପିଥିଆ,
ପିଠିରେ ପଡ଼ିଛି ଦାଗ..।।
ତଥାପି ଗୁରୁଜୀ ରାଗି ମାରୁଛନ୍ତି,
ହସୁଛି ଶ୍ରେଣୀ ଟା ଯାକ..।।

©Pratik
   #shayariinhindi #hindishayari #sad #sadattitude #teacher #Student
pratikrathsonu6487

Pratik

New Creator
streak icon8

#ShayariinHindi #hindishayari wsad shayari, Status, Quotes, Stories">#SAD #sadattitude teacher #Student #Teacher

72 Views