Nojoto: Largest Storytelling Platform

ଜୀବନ ଚର୍ଚ୍ଚା ……………….. ମଣିଷ ଜୀବନେ ପାପ-ପୁଣ୍ୟ ଭାର,

ଜୀବନ ଚର୍ଚ୍ଚା 
………………..
ମଣିଷ ଜୀବନେ ପାପ-ପୁଣ୍ୟ ଭାର, ବୋହିବାକୁ ହୁଏ ମୃତ୍ୟୁଯାଏ |
ମୃତ୍ୟୁର କଳ୍ପନା ଯା' ହୃଦେ ରହେ, ସେ ଏକାନ୍ତରେ କାନ୍ଦେ ଭୟେ |
ବିଧିର କଳନା କିଏ ବା ଜାଣିଛି, କେବେ ହେବ କା'ର ଅନ୍ତ ?
କାହିଁ ଭୟକର  ଜୀବନକୁ ପ୍ରିୟ, କରିଦିଅ ହୃଦ ଶାନ୍ତ !
ଯାହା ହେବା କଥା ନିଶ୍ଚୟ ହୋଇବ, ଆଜି ନ ହେଲେ ବି କାଲି |
ଏ ମର୍ତ୍ତ୍ୟମଣ୍ଡଳେ ଜୀବନ ଧାରିଚ୍ଛ, ବିତାଅ ଭୁଲିଯାଇ ଗତକାଲି !
ସମୟ ର ଗତି ନବଦଳେ କେବେ, ଅପେକ୍ଷା କଲେ ବି ଫେରେ ନାହିଁ କେବେ,
ବିତିଲା ଦିନ କୁ ଭୁଲିଯାଅ ଏବେ, କର ଯାହା ତୁମ ଇଚ୍ଛା !
ସମୟ କୁ ଆଉ ନକରି ଭରସା, ଆଗେଇ ଯାଅ ସେ ସ୍ବପ୍ନ ର ପଥେ,
ସାକାର ହୋଇବ ନିଶ୍ଚୟ ଜୀବନ, ଯାହା ତୁମ ହୃଦେ ଇଚ୍ଛା !
ଜୀବନ ର ନାହିଁ କିଛି ଭରସା, ଛାଡ଼ିଯିବ କ୍ଷଣେ ଯେବେ ହେବ ତାର ଇଚ୍ଛା |

-ସୌମ୍ୟ ରଞ୍ଜନ ମିଶ୍ର  #ଜୀବନଚର୍ଚ୍ଚା  #life #lifequotes #yourquotebhaina #success #dreams      #yqodia