Nojoto: Largest Storytelling Platform

ମୌନ ମେଚିକ ଗତୀରେ ମତଙ୍ଗ କଥା ମଧୁବ୍ରତ ଧୀର ମଦାଳାପ ଦୃଶ୍ୟ

ମୌନ ମେଚିକ ଗତୀରେ ମତଙ୍ଗ
କଥା ମଧୁବ୍ରତ ଧୀର ମଦାଳାପ
ଦୃଶ୍ୟମାନ ଏଠି ତୁମ ରୂପ ଏକ
ସହସ୍ର ମଧୁପ ମନସ୍କାମେ ତପଃ

ଲାଗିଛି ବିଚାର କାହା ଘର ତନୟା
ପଥିକ ଅଟକେ ଦେଖି ତା'ର ମାୟା
ଯେ କରିବ ତାକୁ ହୃଦୟର ରାଣୀ
ଭେଦ ସ୍ଵୟମ୍ବର ଏଠାରେ ଏହି କ୍ଷଣି tariff
#shayariwithfeelings
ମୌନ ମେଚିକ ଗତୀରେ ମତଙ୍ଗ
କଥା ମଧୁବ୍ରତ ଧୀର ମଦାଳାପ
ଦୃଶ୍ୟମାନ ଏଠି ତୁମ ରୂପ ଏକ
ସହସ୍ର ମଧୁପ ମନସ୍କାମେ ତପଃ

ଲାଗିଛି ବିଚାର କାହା ଘର ତନୟା
ପଥିକ ଅଟକେ ଦେଖି ତା'ର ମାୟା
ଯେ କରିବ ତାକୁ ହୃଦୟର ରାଣୀ
ଭେଦ ସ୍ଵୟମ୍ବର ଏଠାରେ ଏହି କ୍ଷଣି tariff
#shayariwithfeelings