Nojoto: Largest Storytelling Platform

ମୋ ମନକୁ ପାରିବୁନି ଛୁଇଁ ବୋଲି ଭାବୁଛୁ କାହିଁ ଥିଲେ ଯୋଉଠ

ମୋ ମନକୁ ପାରିବୁନି ଛୁଇଁ 
ବୋଲି ଭାବୁଛୁ କାହିଁ
ଥିଲେ ଯୋଉଠି  ବି ତୋ 
ହୃଦୟ କେବଳ ମୋ ପାଇଁ।
ସମୟ ତ ବହୁତ୍ ଅଛି 
ଅନ୍ୟକୁ ନଚେଇବା କିଛି
ଆଉ ଆମେ ନାଚିବା ମିଶି
ଜୀବନର ଗୀତ ଗାଈ ଗାଈ।

©Abinash Mansingh
  #Couple for my gf

#Couple for my gf #ଶାୟାରି

63 Views