Nojoto: Largest Storytelling Platform

ଦୂରତା ~~~~~ କେବେ ରଚିତ ତ କେବେ ସ୍ୱତଃଜନ୍ମିତ, କେବେ ଭୌ

ଦୂରତା
~~~~~

କେବେ ରଚିତ ତ କେବେ ସ୍ୱତଃଜନ୍ମିତ,
କେବେ ଭୌତିକ ତ ଆଉ କେବେ ଶାବ୍ଦିକ...

କେବେ ଖୁବ ପାଖରେ ଥାଇବି 
ଲଙ୍ଘି ହୁଏନି ସେ କେଇ ପାହୁଣ୍ଡର ଦୂରତା...
ଟିକେ ଦୂରରେ ରହିବ, ବଡ଼-ବଇରୀ ସେ ଦୂରତା,
ମନ ଭିତରେ ସୃଷ୍ଟିକରେ ପ୍ରଶ୍ନବାଚୀ ଓ ଅନିଶ୍ଚିତତା...
 ଦୂରତା...
#ଓଡ଼ିଆrapidfire #odiawritings #odiakavita #odiapoetry #yqbhaina #yqodia #odisha #ଓଡ଼ିଆକବିତା

sonudixit3658

Sonu Dixit

New Creator