ଦୂରତା ~~~~~ କେବେ ରଚିତ ତ କେବେ ସ୍ୱତଃଜନ୍ମିତ, କେବେ ଭୌତିକ ତ ଆଉ କେବେ ଶାବ୍ଦିକ... କେବେ ଖୁବ ପାଖରେ ଥାଇବି ଲଙ୍ଘି ହୁଏନି ସେ କେଇ ପାହୁଣ୍ଡର ଦୂରତା... ଟିକେ ଦୂରରେ ରହିବ, ବଡ଼-ବଇରୀ ସେ ଦୂରତା, ମନ ଭିତରେ ସୃଷ୍ଟିକରେ ପ୍ରଶ୍ନବାଚୀ ଓ ଅନିଶ୍ଚିତତା... ଦୂରତା... #ଓଡ଼ିଆrapidfire #odiawritings #odiakavita #odiapoetry #yqbhaina #yqodia #odisha #ଓଡ଼ିଆକବିତା