Nojoto: Largest Storytelling Platform

ତୁମେ ପ୍ରିତୀର ପ୍ରଥମ ଅନୁରାଗ ମୁଁ ଧାଡି ଶେଷ ଅଦୃଶ୍ୟ ପୂର

ତୁମେ ପ୍ରିତୀର ପ୍ରଥମ ଅନୁରାଗ 
ମୁଁ ଧାଡି ଶେଷ ଅଦୃଶ୍ୟ ପୂର୍ଣ୍ଣଛେଦ ,
ତୁମେ ପ୍ରେମର ଧ୍ବନି ମନ୍ତ୍ର
ମୁଁ ଛାତି ତଳେ ସାଇତେ ମିଠାବେଦ।

#ନୀରବନାୟିକା

©Nirlipta
  #lonelynight