White ରାସ୍ତା ଫାଙ୍କା ଶୁନଶାନ୍ ଅଛି ଦେଖି ଭାବିନବନି ଯେ ସେ ରାସ୍ତା ତୁମ ସଫଳତାର ରାସ୍ତା ବନିବ , କଦାପି ଏମିତି ଭାବିବନି ହୁଏ ତ ଇଏ ତୁମର ବିଫଳତାର କାରଣ ବି ବନିପରେ , କାହିଁକି ନା ତୁମେ ଦେଖିବ ଯେତେବେଳେ ତୁମ ଜୀବନର ଦୌଡ଼ରେ ତୁମ ସାଥିରେ କୌଣସି ପ୍ରତିଯୋଗୀ ନଥିବେ ତୁମେ ତୁମ ନିଜ ସହ ସଙ୍ଘର୍ଷ କରି ଏକୁଟିଆ ସଫଳତାର ସିଢି ଚଢ଼ି ଯିବ ବୋଲି ଭାବୁଥିବ କିନ୍ତୁ ସେଇଠୁ ତୁମ ଜୀବନର ସବୁଠୁ କଠିନ ଏବଂ କଷ୍ଟଦାୟକ ପ୍ରତିଯୋଗିତାରେ ଭାଗ ନେଲ ବୋଲି ଭାବିନବ, କାହିଁକି ନା ଯିଏ ଏକୁଟିଆ ସଫଳତା ପାଇବାକୁ ଚାହେଁ ସେତେବେଳେ ତାର ପ୍ରକୃତି ବି ବାଧା ବନି ଥାଏ, ଆଉ ଗୋଟେ କଥା ସଦାବେଳେ ମନେ ରଖିଥିବ ଯିଏ ଏକୁଟିଆ ଥାଏ ଭଗବାନ ତାର କଠିନରୁ କଠିନ ପରୀକ୍ଷା ନେଇଥାଆନ୍ତି ...ତୁମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଖାଲି କଠିନ ପରିଶ୍ରମ କରିଦେଲେ ହବନି ତା ସହ ଧର୍ଯ୍ୟ ,ସାହାସ, ବଳ, ବୁଦ୍ଧି ଏବଂ ବିଦ୍ୟା ରହିବା ଆବଶ୍ୟକ... ଯେତେବଳେ ବି ଯେ କୌଣସି କାମ କର ସତର୍କତାର ସହିତ ଭାବି ଚିନ୍ତି ଶାନ୍ତ ମନରେ ସ୍ତିର ହୋଇ କାମ କର । ©Anteryami Balsamanta #life_lessons