Nojoto: Largest Storytelling Platform

ତ୍ରାହି ଯଗଦୀଶ ବିଶ୍ବେ ବାଜୁ ଅଛି ଆଜି ଟଂକା ର ବାଜଣା ସେ ଧ

ତ୍ରାହି ଯଗଦୀଶ
ବିଶ୍ବେ ବାଜୁ ଅଛି ଆଜି ଟଂକା ର ବାଜଣା
ସେ ଧନ ଥାଇ କଣ କରିବ ଏ ନର ଗଣ
ଯଦି କରିବାର ଅଛି ତ ନିଜେ କର ଆଗେ କାର୍ଯ୍ୟ ସମ
ଏମିତି ଧନରେ କର ନାହିଁ ମନ
ଏହା ବିଶ ସଦୃଶ ହୋଇବ ମଣ।
ହେ ଯଗଦୀଶ ଏ କି ଦେଖିଲା ବଦନ
ବିଶ୍ବେ ଆଜି ନିଶଦ୍ଧ ହୋଇଲା
ରଥଯାତ୍ରା ଆଜି ଏଠି ବନ୍ଦ ହୋଇଲା
ଏ କି ଦେଖିଲା ଆଜ ଚନ୍ଦ୍ର ମହୋନ। 
ଅନ୍ୟ ର ସତା କୁ ବଢାଇ ଠାକୁର
କଣ ହୋଇଯିବ କି ଆଜି ଲିନ? 
ଯଦି ଦେଖୁଅଛ ବଦନୁ କି ପାଇଁ ଏ ଗାରିମା
କର ଯଗଦୀଶ ଏ ଶତ୍ରୁ କୁ ତୁମ୍ଭେ ନାଶ
ଏ ଶତ୍ରୁ ଯଦି ନାଶ ନ ଯିବ 
ବିଶ୍ବ ପୁଣି ହୋଇବ ବିଧଂସ 
ତ୍ରାହି ତ୍ରାହି ଜଗଦୀଶ
ତ୍ରାହି ତ୍ରାହି ଯଗଦୀଶ। TRAHI JAGADISH
ତ୍ରାହି ଯଗଦୀଶ
ବିଶ୍ବେ ବାଜୁ ଅଛି ଆଜି ଟଂକା ର ବାଜଣା
ସେ ଧନ ଥାଇ କଣ କରିବ ଏ ନର ଗଣ
ଯଦି କରିବାର ଅଛି ତ ନିଜେ କର ଆଗେ କାର୍ଯ୍ୟ ସମ
ଏମିତି ଧନରେ କର ନାହିଁ ମନ
ଏହା ବିଶ ସଦୃଶ ହୋଇବ ମଣ।
ହେ ଯଗଦୀଶ ଏ କି ଦେଖିଲା ବଦନ
ବିଶ୍ବେ ଆଜି ନିଶଦ୍ଧ ହୋଇଲା
ରଥଯାତ୍ରା ଆଜି ଏଠି ବନ୍ଦ ହୋଇଲା
ଏ କି ଦେଖିଲା ଆଜ ଚନ୍ଦ୍ର ମହୋନ। 
ଅନ୍ୟ ର ସତା କୁ ବଢାଇ ଠାକୁର
କଣ ହୋଇଯିବ କି ଆଜି ଲିନ? 
ଯଦି ଦେଖୁଅଛ ବଦନୁ କି ପାଇଁ ଏ ଗାରିମା
କର ଯଗଦୀଶ ଏ ଶତ୍ରୁ କୁ ତୁମ୍ଭେ ନାଶ
ଏ ଶତ୍ରୁ ଯଦି ନାଶ ନ ଯିବ 
ବିଶ୍ବ ପୁଣି ହୋଇବ ବିଧଂସ 
ତ୍ରାହି ତ୍ରାହି ଜଗଦୀଶ
ତ୍ରାହି ତ୍ରାହି ଯଗଦୀଶ। TRAHI JAGADISH
niranjan1243

NIRANJAN

Bronze Star
New Creator