Nojoto: Largest Storytelling Platform

ହେ ହୃଦୟ ତୁ ଏତେ ସରଳ କେମିତି ହେଲୁ? ଯିଏ ବି ଆସେ ନିଜର ହେ

ହେ ହୃଦୟ ତୁ ଏତେ ସରଳ କେମିତି ହେଲୁ?
ଯିଏ ବି ଆସେ ନିଜର ହେଇ ଭାଙ୍ଗି ଦେଇଯାଏ ତୋତେ...!!

ହେ ହୃଦୟ ତୁ ଏତେ କଠୋର କେମିତି ହେଲୁ?
ଭଲପାଇବାର ମୂଲ୍ୟ କେତେ କଣ ଜଣାନାହିଁ ତୋତେ...!! ହୃଦୟର କଥା ଯାହା ଲେଖୁଲେଖୁ ଲେଖିଦେଲି।।

#ହୃଦୟ #qbodia #yqbhaina #munodia #odiaquotes  #pinta_quote