Nojoto: Largest Storytelling Platform

ଅଜଣା ଅଚିହ୍ନା ଆଗନ୍ତୁକ ହୋଇ ଘାଣ୍ଟି ସାରିଲଣି ଯେତେ ଜାଣିଛ

ଅଜଣା ଅଚିହ୍ନା ଆଗନ୍ତୁକ ହୋଇ
ଘାଣ୍ଟି ସାରିଲଣି ଯେତେ
ଜାଣିଛି ମୁଁ ତୁମେ କୁହୁକୀ ମଦିରା
ଧରା ଦେବ ନାହିଁ ସତେ

ସ୍ୱରୂପ ତୁମର ପ୍ରହେଳିକା ଏକ
ହୃଦୟ ପଥରରେ ଭରା
ମନ ବସନ୍ତର ମହକ ଚୋରାଇ
ଜାଳିଲଣି ମୋତେ ପୂରା

ଜଣାନାହିଁ ମୋତେ ଅସ୍ତିତ୍ବ ତୁମର
ଇଏ ଭାବନାର ଇନ୍ଦ୍ରଜାଲ
ସତ ଯଦି ତୁମେ ଅଛି କି କେଉଁଠି ?
ଦେଇଦିଅ ପ୍ରେମ ମୂଲ ହୃଦମନ୍ଦ୍ର ଅଶ୍ୱିନୀ କୁମାର ସାହୁ Rajesh Kumar Dey SHISHIR RANJAN DAS ✍..Parth Mishra Trilochan Karjee
ଅଜଣା ଅଚିହ୍ନା ଆଗନ୍ତୁକ ହୋଇ
ଘାଣ୍ଟି ସାରିଲଣି ଯେତେ
ଜାଣିଛି ମୁଁ ତୁମେ କୁହୁକୀ ମଦିରା
ଧରା ଦେବ ନାହିଁ ସତେ

ସ୍ୱରୂପ ତୁମର ପ୍ରହେଳିକା ଏକ
ହୃଦୟ ପଥରରେ ଭରା
ମନ ବସନ୍ତର ମହକ ଚୋରାଇ
ଜାଳିଲଣି ମୋତେ ପୂରା

ଜଣାନାହିଁ ମୋତେ ଅସ୍ତିତ୍ବ ତୁମର
ଇଏ ଭାବନାର ଇନ୍ଦ୍ରଜାଲ
ସତ ଯଦି ତୁମେ ଅଛି କି କେଉଁଠି ?
ଦେଇଦିଅ ପ୍ରେମ ମୂଲ ହୃଦମନ୍ଦ୍ର ଅଶ୍ୱିନୀ କୁମାର ସାହୁ Rajesh Kumar Dey SHISHIR RANJAN DAS ✍..Parth Mishra Trilochan Karjee
kumarprasant0000

PM Shayari

Bronze Star
New Creator