Nojoto: Largest Storytelling Platform

।।। ପରଦା ।।। ନୂଆ ସକାଳ ନୂତନ ସ୍ୱପ୍ନ ନୂଆ କିଛି କରିବା

।।। ପରଦା ।।।

ନୂଆ ସକାଳ ନୂତନ ସ୍ୱପ୍ନ 
ନୂଆ କିଛି କରିବାକୁ 
ଆଜି ସବୁ ପରଦା ଆଡେଇ 
ଚାଲି ଯିବାକୁ 
ରୋମାଞ୍ଚକର ମଞ୍ଚ ଉପରକୁ ।

ନୂଆ ଉନ୍ମାଦନା 
ଅଲଗା ଏକ ଶିହରଣକୁ 
ଜାଗା ଦେବାକୁ ହେବ ମନରେ 
ଲାଜ କୁ ଅପସରି
ଡର କୁ ପଛରେ ପକାଇ ।

ତମସା କୁ ନ ଡରି
ତାକୁ ଆପଣାଇବାକୁ ହେବ
କାରଣ, ତମସା ରୁ ହୁଏ 
ସ୍ୱପ୍ନ ର ଉତ୍ପତ୍ତି 
ଆଉ ମିଳିବ ଡେଣା 
ସତ କରିବାକୁ ଆଶା ଅସୁମାରୀ
ଉଡି ଯିବା ପାଇଁ । #yqbaba #YQBhaina #YQOdia #MunOdia #parada
।।। ପରଦା ।।।

ନୂଆ ସକାଳ ନୂତନ ସ୍ୱପ୍ନ 
ନୂଆ କିଛି କରିବାକୁ 
ଆଜି ସବୁ ପରଦା ଆଡେଇ 
ଚାଲି ଯିବାକୁ 
ରୋମାଞ୍ଚକର ମଞ୍ଚ ଉପରକୁ ।

ନୂଆ ଉନ୍ମାଦନା 
ଅଲଗା ଏକ ଶିହରଣକୁ 
ଜାଗା ଦେବାକୁ ହେବ ମନରେ 
ଲାଜ କୁ ଅପସରି
ଡର କୁ ପଛରେ ପକାଇ ।

ତମସା କୁ ନ ଡରି
ତାକୁ ଆପଣାଇବାକୁ ହେବ
କାରଣ, ତମସା ରୁ ହୁଏ 
ସ୍ୱପ୍ନ ର ଉତ୍ପତ୍ତି 
ଆଉ ମିଳିବ ଡେଣା 
ସତ କରିବାକୁ ଆଶା ଅସୁମାରୀ
ଉଡି ଯିବା ପାଇଁ । #yqbaba #YQBhaina #YQOdia #MunOdia #parada