Nojoto: Largest Storytelling Platform

କିଛି କଣ୍ଟା ଭଲ ଲାଗେ..!! କିଛି ଆଘାତ ଭଲ ଲାଗେ..!! କିଛି

କିଛି କଣ୍ଟା ଭଲ ଲାଗେ..!!
କିଛି ଆଘାତ ଭଲ ଲାଗେ..!!
କିଛି ଦୁଃଖ ଭଲ ଲାଗେ..!!
ସପନ ର ପଥେ ପଥେ କିଛି ଅଭୁଲା ସ୍ମୃତି କୁ ମନେ ପକେଇବାକୁ ବି ଭଲ ଲାଗେ..!!
ଭଲ ଲାଗେ ଦୂର ଆକାଶ ର ଜହ୍ନ..!!
ଭଲ ଲାଗେ ମନ ଆଇନା ରେ ଲୁଚି ଥିବା ଛବି..!!
ବେଳେ ବେଳେ ନିଜ ଭିତରେ ହଜି ଯିବାକୁ ଭଲ ଲାଗେ..!!
ଭଲ ଲାଗେ ତୁମର ସେ ନିରୀହ ଚାହାଣି..!!
ସତରେ ବହୁତ ଭଲ ଲାଗେ ତୁମରି ସେ ହସ..!!

©Rashmi #OneSeason  Pratyusha jenamani
କିଛି କଣ୍ଟା ଭଲ ଲାଗେ..!!
କିଛି ଆଘାତ ଭଲ ଲାଗେ..!!
କିଛି ଦୁଃଖ ଭଲ ଲାଗେ..!!
ସପନ ର ପଥେ ପଥେ କିଛି ଅଭୁଲା ସ୍ମୃତି କୁ ମନେ ପକେଇବାକୁ ବି ଭଲ ଲାଗେ..!!
ଭଲ ଲାଗେ ଦୂର ଆକାଶ ର ଜହ୍ନ..!!
ଭଲ ଲାଗେ ମନ ଆଇନା ରେ ଲୁଚି ଥିବା ଛବି..!!
ବେଳେ ବେଳେ ନିଜ ଭିତରେ ହଜି ଯିବାକୁ ଭଲ ଲାଗେ..!!
ଭଲ ଲାଗେ ତୁମର ସେ ନିରୀହ ଚାହାଣି..!!
ସତରେ ବହୁତ ଭଲ ଲାଗେ ତୁମରି ସେ ହସ..!!

©Rashmi #OneSeason  Pratyusha jenamani
rashmiranjannaya1467

Rashmi

New Creator