ସେ ଶୀତ ସକାଳ ର କାକର ବୁନ୍ଦା ହେଉ ଅବା ଚାଦର ଭିତରେ ସେ ଅଳସ ସଂକ୍ରମିତ ଶରୀର ହେଉ । ସକାଳ ସୂର୍ଯ୍ୟ ର ସୁନେଲୀ କିରଣ ହେଉ ଅବା ଅଧା ଖୋଲି ଅଧା ବୁଜି ହେଉ ଥିବା ଆଖିରେ ବାକି କିଛି ରାତିର ନିଶା।ସମସ୍ତେ ଖାଲି କୁହନ୍ତି ତୁମରି କଥା #yqbaba #YQBhaina #YQOdia #MunOdia #shapequote #younme