Nojoto: Largest Storytelling Platform

ସେ

                                 ସେ
                                ଶୀତ 
                               ସକାଳ 
                             ର କାକର
                          ବୁନ୍ଦା ହେଉ ଅବା
                        ଚାଦର ଭିତରେ ସେ
                      ଅଳସ ସଂକ୍ରମିତ ଶରୀର 
                    ହେଉ ।   ସକାଳ  ସୂର୍ଯ୍ୟ   ର 
                  ସୁନେଲୀ   କିରଣ   ହେଉ   ଅବା  
                   ଅଧା ଖୋଲି   ଅଧା  ବୁଜି  ହେଉ
                    ଥିବା  ଆଖିରେ    ବାକି   କିଛି 
                      ରାତିର ନିଶା।ସମସ୍ତେ ଖାଲି
                         କୁହନ୍ତି   ତୁମରି   କଥା 
 #yqbaba #YQBhaina #YQOdia #MunOdia #shapequote 
#younme
                                 ସେ
                                ଶୀତ 
                               ସକାଳ 
                             ର କାକର
                          ବୁନ୍ଦା ହେଉ ଅବା
                        ଚାଦର ଭିତରେ ସେ
                      ଅଳସ ସଂକ୍ରମିତ ଶରୀର 
                    ହେଉ ।   ସକାଳ  ସୂର୍ଯ୍ୟ   ର 
                  ସୁନେଲୀ   କିରଣ   ହେଉ   ଅବା  
                   ଅଧା ଖୋଲି   ଅଧା  ବୁଜି  ହେଉ
                    ଥିବା  ଆଖିରେ    ବାକି   କିଛି 
                      ରାତିର ନିଶା।ସମସ୍ତେ ଖାଲି
                         କୁହନ୍ତି   ତୁମରି   କଥା 
 #yqbaba #YQBhaina #YQOdia #MunOdia #shapequote 
#younme