Nojoto: Largest Storytelling Platform

ପ୍ରିୟ ସଖି ମୋର କାହାଣୀ ନାୟିକା, ତୁମକୁ ଜନ୍ମଦିନ ର ଅନେକ

ପ୍ରିୟ ସଖି ମୋର କାହାଣୀ ନାୟିକା,
ତୁମକୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଯ‌ଉଠି କାହାଣୀ ଟିଏ
ଡାଲଖାଇ ନାଚେ•••
          କବିତା ରଙ୍ଗବତୀ ର
          ତାଳ ପକାଏ•••
ଭାବନା ଜାଇଫୁଲ ହେଇ ଫୁଟେ•••
          ସ୍ୱପ୍ନ କୃଷ୍ଣଚୂଡ଼ା ର
          ନାଲି ଓଢ଼ଣୀ ହେଇ
          ପଛକୁ ଫରଫର ହେଇ
ପ୍ରିୟ ସଖି ମୋର କାହାଣୀ ନାୟିକା,
ତୁମକୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଯ‌ଉଠି କାହାଣୀ ଟିଏ
ଡାଲଖାଇ ନାଚେ•••
          କବିତା ରଙ୍ଗବତୀ ର
          ତାଳ ପକାଏ•••
ଭାବନା ଜାଇଫୁଲ ହେଇ ଫୁଟେ•••
          ସ୍ୱପ୍ନ କୃଷ୍ଣଚୂଡ଼ା ର
          ନାଲି ଓଢ଼ଣୀ ହେଇ
          ପଛକୁ ଫରଫର ହେଇ