Nojoto: Largest Storytelling Platform

White ପ୍ରେମ ସରଳ, ସୁନ୍ଦର, ଆନନ୍ଦମୟ।ପ୍ରେମ ବୁଝେନାହିଁ କ

White ପ୍ରେମ ସରଳ, ସୁନ୍ଦର, ଆନନ୍ଦମୟ।ପ୍ରେମ ବୁଝେନାହିଁ କାହାରି ଭାଷା,ଜାତି, ବର୍ଣ୍ଣ।ପ୍ରେମ ବୁଝିଥାଏ ଭିନ୍ନ ଏକ ଭାଷା।ଏହା ଜାଣି ନଥାଏ କାହାରି ବୟସ, କାହାରି ଆୟୁଷ।ଏହା କେତେବେଳେ ବି କାହାସାଙ୍ଗରେ ହେଇଯାଏ।ପ୍ରେମ ଖୋଜେ ଆପଣାର ସମୟ, ଭଲପାଇବା ଏବଂ ଚାହେଁ ଆପଣାର କୋଳେ ସାରା ଜୀବନ କଟେଇବାକୁ।

©RM D #lonely_quotes ପ୍ରେମ #L♥️ve #prema
rmd1302319826859

RM D

New Creator

#lonely_quotes ପ୍ରେମ L♥️ve #prema

0 Views