Nojoto: Largest Storytelling Platform

ଆଜି ଦଶହରାରେ ପ୍ରେମିକାଙ୍କୁ ଧରି , ସବୁ ମେଢ଼ ଦେଖିବାକୁ ମ

ଆଜି ଦଶହରାରେ ପ୍ରେମିକାଙ୍କୁ ଧରି ,
ସବୁ ମେଢ଼ ଦେଖିବାକୁ ମନ ।
ହେଲେ ଅଫିସିରେ ବାବୁ କହୁଛନ୍ତି ,
କାମ ନସାରିଲେ ଜମା ଛାଡିବିନି ଧନ ।
ଏଣେ ବ୍ରହ୍ମ ହତ୍ୟା ତେଣେ ଗୋ ହତ୍ୟା ,
ମଝିରେ ମତେ ନଉଁନି ଯାହା ସେ ଯମ । #ଓଡ଼ିଆବ୍ୟଙ୍ଗ #ଦଶହରା #ପ୍ରେମିକା
ଆଜି ଦଶହରାରେ ପ୍ରେମିକାଙ୍କୁ ଧରି ,
ସବୁ ମେଢ଼ ଦେଖିବାକୁ ମନ ।
ହେଲେ ଅଫିସିରେ ବାବୁ କହୁଛନ୍ତି ,
କାମ ନସାରିଲେ ଜମା ଛାଡିବିନି ଧନ ।
ଏଣେ ବ୍ରହ୍ମ ହତ୍ୟା ତେଣେ ଗୋ ହତ୍ୟା ,
ମଝିରେ ମତେ ନଉଁନି ଯାହା ସେ ଯମ । #ଓଡ଼ିଆବ୍ୟଙ୍ଗ #ଦଶହରା #ପ୍ରେମିକା

#ଓଡ଼ିଆବ୍ୟଙ୍ଗ #ଦଶହରା #ପ୍ରେମିକା #Comedy