Nojoto: Largest Storytelling Platform

ସମୟ ଅଟଇ ବଡ ବଳବାନ କରନି ହେ ଜ୍ଞାନ କେବେତ ମରଣ, କେବେତ

ସମୟ ଅଟଇ ବଡ ବଳବାନ

କରନି ହେ ଜ୍ଞାନ

କେବେତ ମରଣ, କେବେତ ଜନମ

ସମୟ ହାତରେ ଖେଳ ।

ସମୟକୁ ଯିଏ ଖାତିରି କରିନି

କେତେ ଲୁହ ସେ ପିଇଛି

ଗଭୀର ସମୁଦ୍ରେ ପୋତି ଦେଇ ଆଜି

ତା ବାଟ ଚାଲି ଯାଇଛି ।

ସମୟକୁ ଯିଏ ଆଦର କରିଛି

ଶୀର୍ଷରେ ସେ ଆଜି ଅଛି

ସମୟ ଆଜି ତା ପଛରେ ପଡିଛି

ସେ ଆଗେ ଆଗେ ଚାଲି ଯାଉଛି ।

#Sashinandadiary #SashinandaDiary#Samaya#ManojBehera
ସମୟ ଅଟଇ ବଡ ବଳବାନ

କରନି ହେ ଜ୍ଞାନ

କେବେତ ମରଣ, କେବେତ ଜନମ

ସମୟ ହାତରେ ଖେଳ ।

ସମୟକୁ ଯିଏ ଖାତିରି କରିନି

କେତେ ଲୁହ ସେ ପିଇଛି

ଗଭୀର ସମୁଦ୍ରେ ପୋତି ଦେଇ ଆଜି

ତା ବାଟ ଚାଲି ଯାଇଛି ।

ସମୟକୁ ଯିଏ ଆଦର କରିଛି

ଶୀର୍ଷରେ ସେ ଆଜି ଅଛି

ସମୟ ଆଜି ତା ପଛରେ ପଡିଛି

ସେ ଆଗେ ଆଗେ ଚାଲି ଯାଉଛି ।

#Sashinandadiary #SashinandaDiary#Samaya#ManojBehera