Nojoto: Largest Storytelling Platform

ଦେହେ ଲେପି କସ୍ତୁରି ଚନ୍ଦନ, ବିଳାସ ଭବନେ ଭ୍ରମିତ ମନ । କା

ଦେହେ ଲେପି କସ୍ତୁରି ଚନ୍ଦନ,
ବିଳାସ ଭବନେ ଭ୍ରମିତ ମନ ।
କାମନା ବାସନା ରେ ହୋଇ ଉତ୍ତେଜିତ,
ପିରତି କ୍ରୀଡା ରେ ଯାଏ ଚିତ୍ତ ।
ମହକ ରେ ପ୍ରଫୁଳିତ ହୋଇ ପ୍ରେମିକ ବର, 
ପ୍ରୀତି ର କ୍ରୀଡା ପାଇଁ ହୁଏ ତତ୍ପର ।
ପୁଷ୍ପସୋରବର ରେ ସାଜି ହଂସରାଜ,
ପ୍ରିୟତମ ମହକ ରେ ମଜ୍ଜ ।
ପ୍ରିୟା ସ୍ପର୍ଷ ରେ ପୁଲକିତ ପ୍ରେମିକ ବର,
ପିରତି କ୍ରୀଡା ଯେ ଅତି ମନୋହର ।

©Lili Dey #romanticstory
ଦେହେ ଲେପି କସ୍ତୁରି ଚନ୍ଦନ,
ବିଳାସ ଭବନେ ଭ୍ରମିତ ମନ ।
କାମନା ବାସନା ରେ ହୋଇ ଉତ୍ତେଜିତ,
ପିରତି କ୍ରୀଡା ରେ ଯାଏ ଚିତ୍ତ ।
ମହକ ରେ ପ୍ରଫୁଳିତ ହୋଇ ପ୍ରେମିକ ବର, 
ପ୍ରୀତି ର କ୍ରୀଡା ପାଇଁ ହୁଏ ତତ୍ପର ।
ପୁଷ୍ପସୋରବର ରେ ସାଜି ହଂସରାଜ,
ପ୍ରିୟତମ ମହକ ରେ ମଜ୍ଜ ।
ପ୍ରିୟା ସ୍ପର୍ଷ ରେ ପୁଲକିତ ପ୍ରେମିକ ବର,
ପିରତି କ୍ରୀଡା ଯେ ଅତି ମନୋହର ।

©Lili Dey #romanticstory
anuradhadey6723

Lili Dey

New Creator
streak icon16