ଦେହେ ଲେପି କସ୍ତୁରି ଚନ୍ଦନ, ବିଳାସ ଭବନେ ଭ୍ରମିତ ମନ । କାମନା ବାସନା ରେ ହୋଇ ଉତ୍ତେଜିତ, ପିରତି କ୍ରୀଡା ରେ ଯାଏ ଚିତ୍ତ । ମହକ ରେ ପ୍ରଫୁଳିତ ହୋଇ ପ୍ରେମିକ ବର, ପ୍ରୀତି ର କ୍ରୀଡା ପାଇଁ ହୁଏ ତତ୍ପର । ପୁଷ୍ପସୋରବର ରେ ସାଜି ହଂସରାଜ, ପ୍ରିୟତମ ମହକ ରେ ମଜ୍ଜ । ପ୍ରିୟା ସ୍ପର୍ଷ ରେ ପୁଲକିତ ପ୍ରେମିକ ବର, ପିରତି କ୍ରୀଡା ଯେ ଅତି ମନୋହର । ©Lili Dey #romanticstory