Nojoto: Largest Storytelling Platform

ଅତ୍ୟନ୍ତ ଦୁର୍ମୁଲ୍ୟ ତୁମେ.. ଅକ୍ଷୟ ଅମୂଲ୍ୟ ତୁମେ.. ଅଜୟ ଅ

ଅତ୍ୟନ୍ତ ଦୁର୍ମୁଲ୍ୟ ତୁମେ..
ଅକ୍ଷୟ ଅମୂଲ୍ୟ ତୁମେ..
ଅଜୟ ଅଭୟ ତୁମେ..
ଅଶାନ୍ତ ଅର୍ଣ୍ଣବ ତୁମେ..
ଅନିନ୍ଦ୍ୟ ଅନୁଭବ ତୁମେ..
ଅର୍ଚ୍ଚନା ଅନାବିଳ ତୁମେ..🙏



 #ତୁମେ ହିଁ ତୁମେ ପ୍ରଭୁ#କୃଷ୍ଣସର୍ବସ୍ୱ
#yqbhainaa #yqodia
ଅତ୍ୟନ୍ତ ଦୁର୍ମୁଲ୍ୟ ତୁମେ..
ଅକ୍ଷୟ ଅମୂଲ୍ୟ ତୁମେ..
ଅଜୟ ଅଭୟ ତୁମେ..
ଅଶାନ୍ତ ଅର୍ଣ୍ଣବ ତୁମେ..
ଅନିନ୍ଦ୍ୟ ଅନୁଭବ ତୁମେ..
ଅର୍ଚ୍ଚନା ଅନାବିଳ ତୁମେ..🙏



 #ତୁମେ ହିଁ ତୁମେ ପ୍ରଭୁ#କୃଷ୍ଣସର୍ବସ୍ୱ
#yqbhainaa #yqodia