Nojoto: Largest Storytelling Platform

ଶେଷରେ ଦେଖୁଛି ସମୟର ଅନ୍ତରାଳେ ବୟସ ଓ ଲୁହର କୋଳାକୋଳି, ବନ

ଶେଷରେ ଦେଖୁଛି
ସମୟର ଅନ୍ତରାଳେ
ବୟସ ଓ ଲୁହର କୋଳାକୋଳି,
ବନ୍ଦ ପଡ଼ିଥିବା ସୁଖ କୋଠାରୀରୁ
ଏବେ ହସ ମରେ କୁହୁଳି କୁହୁଳି

©PRAVAT Unspoken
  #adventure

#adventure

153 Views