Nojoto: Largest Storytelling Platform

ଅପେକ୍ଷା ସେ ତ ଅଧୁରା ସ୍ବପ୍ନ ଆଖିର ସତ ହେବ କି ନାହିଁ ତା

ଅପେକ୍ଷା ସେ ତ ଅଧୁରା ସ୍ବପ୍ନ ଆଖିର 
ସତ ହେବ କି ନାହିଁ ତା ପ୍ରଶ୍ନର ମିଳେ ନି ଉତ୍ତର ।।
କିଏ ଅବା ମୂଲ୍ୟ ସୁଝିପାରେ
ତୁମେ କରୁଥିବା ନିଃସ୍ବାର୍ଥ ଅପେକ୍ଷାର ।।
ସୂର୍ଯ୍ୟ ଅପେକ୍ଷାରେ ସଂଧ୍ୟା ଯେମିତି 
ସାଗର ଅପେକ୍ଷାରେ ନଦୀ ଯେମିତି 
ବର୍ଷା ଅପେକ୍ଷାରେ ଚାତକ ଯେମିତି 
ତୁମ ଅପେକ୍ଷାରେ ମୁଁ ସେମିତି ।।
ଏକ ବର୍ଷ ନୁହେଁ ଚଉଦ ବର୍ଷ ଯିଏ ଅପେକ୍ଷା କରିଛି କାହାର 
ସତେ ତା ହୃଦୟ କେତେ ଯେ ବୁକୁଫଟା କରୁଥିବ ସେ ଚିତ୍କାର ।।
ତଥାପି ଥିଲା ଯେ ବିଶ୍ବାସ ଫେରିବ ଅପେକ୍ଷାର ମଣିଷ 
ବାସ୍ତବତାର କରୁଣ କାହାଣୀର ଲେଖୁଥିଲି ଯେମିତି ଇତିହାସ ।।
ବିଶ୍ବାସ ଦିନେ ବି ଭାଙ୍ଗେ ଅପେକ୍ଷାର ଅନ୍ତ ବି ଦିନେ ହୁଏ 
ମୋ ଅପେକ୍ଷାର ଅନ୍ତ ତୁମେ ନ ମିଳିବା ତ ନୁହେଁ 
ତ କାହିଁକି ଏ ଅପେକ୍ଷା 
ଯେତେ ପଚାରିଲେ ବି ଏ ହୃଦୟ ଉତ୍ତର ନ ଦିଏ ।।
 
  #yourfeelings #yqbhaina #ଅପେକ୍ଷାରେ_ତୁମର #ଅପେକ୍ଷା_ର_ଅନ୍ତ_କେଉଁଠି #ଅପେକ୍ଷାରଅନୁଭୂତି #ଅପେକ୍ଷାରଶୂନ୍ୟତା #ଅପେକ୍ଷାରଅନ୍ତରାଳେ