Nojoto: Largest Storytelling Platform

ଏ ଜୀବନର ପ୍ରତ୍ଯେକ କୋଣରେ ଗୋଟିଏ ଗୋଟିଏ ଅଜଣା ଅଚିହ୍

     ଏ ଜୀବନର ପ୍ରତ୍ଯେକ କୋଣରେ ଗୋଟିଏ ଗୋଟିଏ
ଅଜଣା ଅଚିହ୍ନା ଗୁମର ଲୁଚି ରହିଛି। ହେଲେ ତାହାର  
ରହସ୍ଯ କେବେ ଖୋଲିବ କେଜାଣି ସେକଥା ସେହି
ଇଶ୍ବର ହିଁ ଜାଣନ୍ତି। 

     ଆପଣା ଭିତରେ ଗୋଟିଏ ଗୋଟିଏ ରହସ୍ଯ। ପର ଲୋକଙ୍କ
କଥା ନ କହିଲେ ଭଲ।

©Ketan Rana
  #Light #ପ୍ରେରଣାଦାୟୀକାହାଣୀ #ଅନୁଭୂତି
ketanrana8696

Ketan Rana

New Creator

#Light #ପ୍ରେରଣାଦାୟୀକାହାଣୀ #ଅନୁଭୂତି

88 Views