' ତମେ ' ଖରା ତମକୁ ମଉଳାଇବାକୁ ଚେଷ୍ଟା କରେ, ହେଲେ ତମେ ଆହୁରି ବେସି ଚମକିବାକୁ ଲାଗ... ପବନ ତମ ଅସ୍ତିତ୍ବ କୁ ଦୋହଲାଇବାକୁ ଚେଷ୍ଟା କରେ , ହେଲେ ତମେ ସେ ପବନର ତାଳରେ ନାଚିଯାଅ... ବର୍ଷା ତମକୁ ଭିଜେଇ ଦେଇ ମନେ ମନେ ଭାରି ଗର୍ବ କରେ , ହେଲେ ସେ ଜାଣେନି ତମେ ତ ସ୍ୱୟଂସିଦ୍ଧା , ପୁଣି ନିଜକୁ ଗଢିପାର , ଆଉ ପୁଣି ଆଗକୁ ବଢିପାର । (ଶୁଭ ଦୁର୍ଗାପୂଜା) ଖରା ତମକୁ ମଉଳାଇବାକୁ ଚେଷ୍ଟା କରେ ହେଲେ ତମେ ଆହୁରି ବେସି ଚମକିବାକୁ ଲାଗ, ପବନ ତମ ଅସ୍ତିତ୍ବ କୁ ଦୋହଲାଇବାକୁ ଚେଷ୍ଟା କରେ , ହେଲେ ତମେ ସେ ପବନର ତାଳରେ ନାଚିଯାଅ , ବର୍ଷା ତମକୁ ଭିଜେଇ ଦେଇ ମନେ ମନେ ଭାରି ଗର୍ବ କରେ , ହେଲେ ସେ ଜାଣେନି ତମେ ତ ସ୍ୱୟଂସିଦ୍ଧା , ପୁଣି ନିଜକୁ ଗଢିପାର ,