Nojoto: Largest Storytelling Platform

ଦିନ ଥିଲା ତୋ ଭଲ ପାଇବା କୁ ମୁଁ ନାପସନ୍ଦ କରୁଥିଲି, କେବେ

ଦିନ ଥିଲା ତୋ ଭଲ ପାଇବା କୁ ମୁଁ ନାପସନ୍ଦ କରୁଥିଲି,
କେବେ ସ୍ବପ୍ନ ରେ ବି ଭାବି ନଥିଲି ମୁଁ ତୋର ହେବି ବୋଲି
ହେଲେ ତୋ ଭଲ ପାଇବା ଏତେ ମଧୁର ଏତେ ପବିତ୍ରତା ଯେ ଆଜି ମୁଁ ତୋ ପାଇଁ ମାରୁଛି,
ମୋ ଜୀବନ ପାଲଟି ଯାଇଛୁ ତୁ,
ଏମିତି ଯେ ତୁ ମୋ ଦୁନିଆ ରେ ନାହୁଁ ତ ମୁଁ ବି ନାହିଁ, ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାଥନା ସବୁବେଳେ ତୁ ମୋ ହାତଧରି ଚାଲୁଥାଏ ,
ସବୁ ଜନ୍ମ ରେ ମୁଁ ତୋର ହିଁ ହୁଏ,
ଜୀବନ ରେ ମୋର ଏତିକି ଆଶା
ଭଗବାନ କୃପା କର ମୋ ଉପରେ 🙏🏻🥺
          #thirdquote #thirdquotebyheart #emotionalquotes #emotions #storyteller #odiawritings