Nojoto: Largest Storytelling Platform

ହୁତୁ ହୁତୁ ହେଇ ଜଳୁଥିଲା ହୃଦୟ ଅର୍ଦ୍ଧ ରାତ୍ରିରେ ଜଳିଗଲା

ହୁତୁ ହୁତୁ ହେଇ ଜଳୁଥିଲା ହୃଦୟ
ଅର୍ଦ୍ଧ ରାତ୍ରିରେ ଜଳିଗଲା ଜୁଇ
 ମନୀଷା ନେଇଗଲା ବିଦାୟ।
ଦୁଃଖ
ଆକ୍ରୋଶ
ଶୋକ
କୋହ
ଲୁହ
ଆଉ ରାଜନୀତି ଭିତରେ ଚାଲିଛି ଅଙ୍କ କଷାକଷି
ସତେ କଣ ସୁଧ ମୂଳ ଏହାର ହେବକି ଆଦାୟ !?
 #ମନୀଷା #ଗଣବଳାତ୍କାର #rape #gangrape #murder #painful #yqodia #yqbhaina
ହୁତୁ ହୁତୁ ହେଇ ଜଳୁଥିଲା ହୃଦୟ
ଅର୍ଦ୍ଧ ରାତ୍ରିରେ ଜଳିଗଲା ଜୁଇ
 ମନୀଷା ନେଇଗଲା ବିଦାୟ।
ଦୁଃଖ
ଆକ୍ରୋଶ
ଶୋକ
କୋହ
ଲୁହ
ଆଉ ରାଜନୀତି ଭିତରେ ଚାଲିଛି ଅଙ୍କ କଷାକଷି
ସତେ କଣ ସୁଧ ମୂଳ ଏହାର ହେବକି ଆଦାୟ !?
 #ମନୀଷା #ଗଣବଳାତ୍କାର #rape #gangrape #murder #painful #yqodia #yqbhaina