ବରିଷ୍ଠ ଅଧ୍ୟାପକ ତୁଷାର ମହାନ୍ତି 🙏🙏 ଶ୍ରୀଯୁକ୍ତ ତୁଷାର ମହାନ୍ତି, ଜ୍ଞାନର ଅମାପ ଦିହୁଡ଼ି, କେତେ ଶ୍ରମ କେତେ ସାଧନାରେ ତୁମେ ସଫଳତାର ସିଡ଼ି, ସତ୍ୟ ନ୍ୟାୟ ଦୃଢ଼ ଚିନ୍ତନରେ ଗଢ଼ା ତୁମେ ଶ୍ରେଷ୍ଠ ଚରିତ ତୁମେ ହିଁ ଅନେକଙ୍କ ପାଇଁ ଶତତ ପ୍ରେରଣାର ଜଗତ। ତୁମେ ଜ୍ଞାନର ଆଲୋକ ଆଶାର ଅସରା ଧାରା, ପ୍ରତି ପିଲା ପାଇଁ ଆତ୍ମବିଶ୍ୱାସର ଶକ୍ତି ପରା। ତୁମର କର୍ମ ଆଉ ମନୋବଳ ଦେଖି କି ସର୍ବେ ଛାତ୍ର ଭାବରେ ଖୁସି ହେଉ ଆମେ ଅନ୍ତର ଗର୍ବେ। ତୁମ ସ୍ନେହ ପାଇ ଭକ୍ତିରେ କରୁଥିବୁ ସମ୍ମାନ ସଦା ମନ ଥିବ ତୁମ ଭରସାର ସ୍ୱାଭିମାନ। ଆମ ପ୍ରିୟ ତୁଷାର ସାର୍ ,ଏ ଜୀବନ ବାଟରେ, ତୁମ ବିଦ୍ୟା ଦାନ ଆଦର୍ଶ କଥା ଥିବ ସ୍ମୃତିରେ। ©Saahid Saahaadat dedicated to 🙏🙏🙏Tusar sir🙏🙏