Nojoto: Largest Storytelling Platform

ଆସିଥିଲି ମେନକା ସାଜି ସତ ବ୍ରହ୍ମର୍ଷି ହେବାର ତପସ୍ୟା ଭାଙ

ଆସିଥିଲି 
ମେନକା ସାଜି ସତ
ବ୍ରହ୍ମର୍ଷି ହେବାର ତପସ୍ୟା ଭାଙ୍ଗିବାକୁ
ହେଲେ ବାଟ ହୁଡି 
ହୋଇ ଗଲି ମୁଁ
ପ୍ରେମରେ ମୋକ୍ଷାଭିମୁଖୀ
ଯେବେ ଖୋଜି ପାଇଲି
ବିଶ୍ୱାମିତ୍ର ର ଶକ୍ତ ଖୋଳପା ଭିତରେ
ଲୁଚି ରହିଥିବା
କୌଶିକ ର ପ୍ରେମିକ ମନ ମହର୍ଷି ବିଶ୍ୱାମିତ୍ର ପ୍ରାଚୀନ ଭାରତର ସମ୍ମାନିତ  ଋଷି ବା ସାଧୁମାନଙ୍କ ମଧ୍ୟରୁ ଅନ୍ୟତମ | ସେ ଗାୟତ୍ରୀ ମନ୍ତ୍ର ର ରଚୟିତା ।
ବିଶ୍ୱାମିତ୍ର ପ୍ରାଚୀନ ଭାରତର ଲୋଧ ରାଜା ଥିଲେ, ଯାହାକୁ କୌଶିକ (କୁଶାଙ୍କ ବଂଶଧର) ମଧ୍ୟ କୁହାଯାଏ ଏବଂ ସେ ଅମାବାସୁ ରାଜବଂଶର ଥିଲେ।  ବିଶ୍ୱାମିତ୍ର ମୂଳତ କାନ୍ୟକୁବ୍ଜ ର ଚନ୍ଦ୍ରବଂଶୀ (ସୋମବଂଶୀ) ରାଜା ଥିଲେ।
ମହର୍ଷି ବିଶ୍ୱାମିତ୍ର ଙ୍କ କଥା ବାଲ୍ମିକି ଙ୍କ ରାମାୟଣ ରେ ଉଲ୍ଲେଖ ରହିଛି ।

#ପ୍ରେମ 
#yqbhaina 
#yqodia