Nojoto: Largest Storytelling Platform

ଜାଡର ଭିଡରେ ଫଗୁଣ ଫେରିଛି କାକର ଟୋପାରେ ନିଶା, ଦିଗ ବଦଳି

ଜାଡର ଭିଡରେ ଫଗୁଣ ଫେରିଛି
କାକର ଟୋପାରେ ନିଶା, 
ଦିଗ ବଦଳିଛି ସକାଳୁ ହାୱାର
ଋତୁଟା ମହୁଲି ମିଶା।।ବେଳାଭୂମି

©Bela Bhumi #poetryofbelabhumi
ଜାଡର ଭିଡରେ ଫଗୁଣ ଫେରିଛି
କାକର ଟୋପାରେ ନିଶା, 
ଦିଗ ବଦଳିଛି ସକାଳୁ ହାୱାର
ଋତୁଟା ମହୁଲି ମିଶା।।ବେଳାଭୂମି

©Bela Bhumi #poetryofbelabhumi