Nojoto: Largest Storytelling Platform

ଆଏଲା ରେ ଆଏଲା ବର୍ଷା ମନ୍ ଖୁଜୁଛେ ସାଙ୍ଗ ସର୍ସା ଖେଲ୍ ବାର

ଆଏଲା ରେ ଆଏଲା ବର୍ଷା
ମନ୍ ଖୁଜୁଛେ ସାଙ୍ଗ ସର୍ସା
ଖେଲ୍ ବାର୍ କେ ଟିକେ ପାଏନ୍ କାଦୋ
ବେଂଗ୍ ବେଂଗୂଲୀ ଫଦୋ ଫଦୋ
ଗଛ୍ ଦେଖରେ ହଁସି ପକାଲା
ଯେନ୍ତା ଦିହି ପାଏନ୍ ପାଏଲା
ସରିଗଲା ସେ ଝାଉ ଖରା
ଆସିଗଲାନ ବର୍ଷା ଝରା
ମୁନୁଷ୍ ପଶୁ ସଭେ ଯାକର୍
କେତେ ହେଉଥିଲେ ବକର୍ ବକର୍
ଗରମ୍ ଦେଖରେ ଶୀତଲ୍ ହେଲା
ଯେନ୍ତା ମାଏଟ୍ ପାଏନ୍ ପାଏଲା... #rain #ବର୍ଷା #thoughts #timechanges #soul #life #love  #yqsambalpuri
ଆଏଲା ରେ ଆଏଲା ବର୍ଷା
ମନ୍ ଖୁଜୁଛେ ସାଙ୍ଗ ସର୍ସା
ଖେଲ୍ ବାର୍ କେ ଟିକେ ପାଏନ୍ କାଦୋ
ବେଂଗ୍ ବେଂଗୂଲୀ ଫଦୋ ଫଦୋ
ଗଛ୍ ଦେଖରେ ହଁସି ପକାଲା
ଯେନ୍ତା ଦିହି ପାଏନ୍ ପାଏଲା
ସରିଗଲା ସେ ଝାଉ ଖରା
ଆସିଗଲାନ ବର୍ଷା ଝରା
ମୁନୁଷ୍ ପଶୁ ସଭେ ଯାକର୍
କେତେ ହେଉଥିଲେ ବକର୍ ବକର୍
ଗରମ୍ ଦେଖରେ ଶୀତଲ୍ ହେଲା
ଯେନ୍ତା ମାଏଟ୍ ପାଏନ୍ ପାଏଲା... #rain #ବର୍ଷା #thoughts #timechanges #soul #life #love  #yqsambalpuri

#rain #ବର୍ଷା thoughts #TimeChanges #Soul life love #yqsambalpuri