ନାରୀ, ସବୁ ଦୁଃଖ ଯନ୍ତ୍ରଣାକୁ ଛାତିରେ ଚାପିଧରି, ମୁହଁ ରେ ହସର ମୁଖାଟିଏ ପିନ୍ଧିଦିଏ। ଦୁନିଆ ଏକ ରଙ୍ଗମଞ୍ଚ, ମାନି ନେଇଛି ସେ। ସେଥିପାଇଁ ଯେତେ କଷ୍ଟ ଥିଲେ ବି, ଖୁସି ଅଛି ବୋଲି ଅଭିନୟ କରେ । #ଅଭିନୟ #ନାରୀ #YQdidi #yqbaba #yourquote #YQBhaina #YQOdia #MunOdia #YoPoWriMo #Abhinaya