Nojoto: Largest Storytelling Platform

ସେଦିନ ମଝିଛକରେ ଠିଆ ହେଇ ଫେରାଇଦେଇଥିଲେ ପାପ ନଈ ର ବନ୍ୟ

ସେଦିନ ମଝିଛକରେ ଠିଆ ହେଇ ଫେରାଇଦେଇଥିଲେ  
ପାପ ନଈ ର ବନ୍ୟା ଜଳେ ବୁଡ଼ି ଯାଇ ଦିଗହରା ହେଇଯାଇଥାନ୍ତି,
ଜୀବନର ଛକାପଞ୍ଝା ରେ ତାସ୍ ର ଘର ପରି ଭୁଶୁଡ଼ି ଯାଇଥାଆନ୍ତି,
ଅକାରଣେ କୋଷିକୋଷି ନିଜ ଭାଗ୍ୟ ରେଖା କୁ ମୁଖାଗ୍ନୀ ଦେଇଦେଇଥାନ୍ତି।  #odia