Nojoto: Largest Storytelling Platform

ହେ! ଭାବନା ସିକ୍ତା ଶ୍ରାବଣୀ ମୋର ପ୍ରଶ୍ନ ରୁ ପୂର୍ଣ୍ଣଛେଦ

ହେ! ଭାବନା ସିକ୍ତା ଶ୍ରାବଣୀ ମୋର
ପ୍ରଶ୍ନ ରୁ ପୂର୍ଣ୍ଣଛେଦ ଭିତରେ ମୁଁ ଆଜି
ଛନ୍ଦି ଯାଉଥିବା କମା ଟିଏ। ତମକୁ
ହରାଇବା ର ଅନଳ ରୁ ବର୍ତ୍ତିବା ପାଇଁ ମୁଁ
ଆଜି ଛଳନା ଡାଳେ ମଧୁମକ୍ଷି ର ବସା ବାନ୍ଧିଛି ପରା #yqbhaina #ଏଣୁତେଣୁକଥା #muodia #odiawritings #odiaquotes #odiapoetry #odiakavita  #YourQuoteAndMine
Collaborating with Dharitri Panigrahi