Nojoto: Largest Storytelling Platform

ବାଃ ରେ ସ୍ବାଧିନତା...

ବାଃ ରେ ସ୍ବାଧିନତା...

                                          ।।କାହାଣୀ।। ଆମେ ଭାରତୀୟ ମାନେ ଯାହା କୁହ ପର୍ବ ପାଳନ କରିବାରେ ମାହୀର। ଜନ ପର୍ବ ହେଉ, ଦେବ ପର୍ବ ହେଉ ଅବା ହେଉ ରାଜ ପର୍ବ। ସେ ସମୟରେ କୌଣସି ମହାମାରୀ ଆମର କିଛି ଉପାଡି ପାରିବ ନାହିଁ।
ଏ ବର୍ଷ ସ୍ୱାଧୀନତା ଦିବସ ପାଳନର ମଉଜ ନଥାଏ। କାରଣ ହେଲା ଏଇ ଚାଇନାର କରୁଣା। ସେଥିପାଇଁ tv ରେ ସମାଚାର ରେ କହୁଥାଏ ଏ ବର୍ଷ ପ୍ୟାରେଡ୍ ହେବନି। ସ୍କୁଲରେ ଖାଲି ମାଷ୍ଟ୍ରେ ମାଷ୍ଟରାଣୀ ମାନେ ପତାକା ଭିଡ଼ିବେ। ଯାହା କୁହ ଅଲଗା ଦିନ କଥା ଅଲଗା କିନ୍ତୁ ଏଇ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ରେ ପିଲାମାନେ ଯଦି ସେଉ ବୁନ୍ଦିଆ ନ ଖାଇବେ ତାହେଲେ ତାଙ୍କ ମନ ଭାରି ଦୁଃଖ ହବ। ହଉ ଛାଡ଼ ଆମର ପତାକା କିନ୍ତୁ ଭିଡ଼ା ହବ ଗାଁ ମୁଣ୍ଡ ପଞ୍ଚାୟତ ଅଫିସ୍ ଆ