Nojoto: Largest Storytelling Platform

ମୋ ପ୍ରେମର ତୁ ଗୋଟେ ଟିକି ଚଢ଼େଇ, ମୋ ପ୍ରେମ ପଞ୍ଜୁରୀରୁ

ମୋ ପ୍ରେମର ତୁ ଗୋଟେ ଟିକି ଚଢ଼େଇ, 
ମୋ ପ୍ରେମ ପଞ୍ଜୁରୀରୁ ଗଲୁ ତୁ ଉଡ଼ି...... 
ହେଲେ ତତେ କାଇଁ ଖୋଜେ ମୋ ମନ ? 
ରାତି ହେଲେ ଦେଖେ ମୁଁ ତୋର ସପନ.. 

ତୁ କୁଆଡ଼େ ଗଲୁ କହରେ ଥରେ....... 
ତୋ ବିନା ମୋର ନାହିଁ କେହି ଏ ଦୁନିଆରେ
ତୁ ଥିଲୁ ମୋର ଆଖି ସପନର ମଣି ମୁକୁତା
ତୋ ଗଲାପରେ କାହାକୁ କହିବି ଏ ମୋର ବ୍ଯଥା

ସେହି ଶୂନ୍ଯ ପଥରେ କେମିତି ଚାଲିବି କହ, 
ଆଉ ପାରୁ ନାହିଁ ଝୁଣ୍ଟି ଯାଏ......... 
ତୋର ଅପେକ୍ଷାରେ ସମୟ ଏ ମୋର... 
ପ୍ରତି ମୂହୁର୍ତ୍ତରେ ଅପଚୟ କରେ ତୋ ପାଇଁ।

©Ketan Rana
  #Silence #ପ୍ରେମକବିତା #ଦୁଃଖଭରା
ketanrana8696

Ketan Rana

New Creator

#Silence #ପ୍ରେମକବିତା #ଦୁଃଖଭରା

295 Views